Sunday, 19 July 2026

ସମସ୍ତଙ୍କ ଭଳି ମୁହିଁ ବି ଚକାଡ଼ୋଳାଙ୍କୁ ଚାହିଁ ଦେଲି

ସମସ୍ତଙ୍କ ଭଳି ମୁହିଁ ବି ଚକାଡ଼ୋଳାଙ୍କୁ ଚାହିଁ ଦେଲି ପ୍ରାଣ ସଖିରେ ଚିତ୍ତ ଆଉ ନ ଫେରାନ୍ତି ସେ ଶ୍ୟାମ ଛନ୍ଦା ଚରଣରେ ପଡି କେଡେ ଆକୁଳ ବିନତି କଲି ଆଞ୍ଜୁଳିରେ ଭରିଦେଲେ କେବଳ ନିଷ୍କାମ ପ୍ରେମ

No comments:

Post a Comment