A flower with 4 petals
Saturday, 18 July 2026
ଅକ୍ଷର ଅକ୍ଷର ଖୋଜିଲି
ଅକ୍ଷର ଅକ୍ଷର ଖୋଜିଲି ସୂର୍ଯ୍ୟ ଶଶୀ ଚକ୍ଷୁ ଚକାଡୋଳାର କିଛି ଅଂଶ ଶବ୍ଦ ଶବ୍ଦ କୋଷ ଖୋଜିଲି ଗଦ୍ୟ ପଦ୍ୟରେ ବ୍ରହ୍ମଦାରୁ ପରମ ହଂସ ଭୁତ ଭୂତ ହୃଦୟ କମଳ କେଶର ଖୋଜିଲି ରୁକ୍ମଣୀ ଆତ୍ମା କେଶବ ତୀର୍ଥ ତୀର୍ଥ ନୀଳକନ୍ଦର ଖୋଜିଲି ଲଭିବିକି ଛନ୍ଦା ଚରଣ ମନ କଂସ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment