Monday, 20 July 2026

ଅଖିଳ ଜନକ ଜଗନ୍ନାଥ ଯାଇଛନ୍ତି ମାଉସୀ ଘରଙ୍କୁ

ଅଖିଳ ଜନକ ଜଗନ୍ନାଥ ଯାଇଛନ୍ତି ମାଉସୀ ଘରଙ୍କୁ ବିଶ୍ୱ ଜନନୀ କମଳା କମଳ ଚରଣ କରେ ବନ୍ଦନା ଅତି ଉଲ୍ଲସିତ ହୁଅ ମାଆ ବିଷ୍ଣୁ ଘରଣୀ ମହାଲକ୍ଷ୍ମୀ ନୀଳାଦ୍ରିନାଥ ସହଳ ଫେରିବେ କର ନାହିଁ ଭାବନା

No comments:

Post a Comment