Saturday, 18 July 2026

ଅଧାଗଢା ବିଶାଳ ବକ୍ଷ ମହାବାହୁ ଚକାଡୋଳା

ଅଧାଗଢା ବିଶାଳ ବକ୍ଷ ମହାବାହୁ ଚକାଡୋଳା ବ୍ରହ୍ମଦାରୁ ଚତୃର୍ଦ୍ଧା ଚଳନ୍ତି ସଚ୍ଚିଦାନନ୍ଦ ଗୋବିନ୍ଦ ପୂର୍ଣ୍ଣବ୍ରହ୍ମ ସୂର୍ଯ୍ୟ ଶଶି ଚକ୍ଷୁ ଚକାଆଖି ଲକ୍ଷ୍ମୀକାନ୍ତ ଶରଧା ବାଲି ରେଣୁ ରେଣୁରେ ଲୀଳା ବ୍ରହ୍ମାନନ୍ଦ

No comments:

Post a Comment