A flower with 4 petals
Monday, 20 July 2026
ପିତାରୁ ଫାଳେ ମାତାରୁ ଫାଳେ ଯୋଡି
ପିତାରୁ ଫାଳେ ମାତାରୁ ଫାଳେ ଯୋଡି ପ୍ରଜାପତି ଏହି ପିଣ୍ଡକୁ କରିଲେ ସମ୍ପୂର୍ଣ୍ଣ ନିରନ୍ତର ଝୁରି ମରେ ଶ୍ରୀଛନ୍ଦା ଚରଣକୁ ଇନ୍ଦ୍ରିୟ ଭୋଗରେ ମୋ ବାସନା ଅପୂର୍ଣ୍ଣ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment