Monday, 13 July 2026

ହୃଦୟ କମଳ କେଶରରେ ବସନ୍ତୁ ହେ ଶ୍ରୀପତି

ହୃଦୟ କମଳ କେଶରରେ ବସନ୍ତୁ ହେ ଶ୍ରୀପତି ଜନନୀ ମହାଲକ୍ଷ୍ମୀ ଆସି ବସିବେ ଅତି ପାଶରେ ଅଭୟ ଚରଣ ଲାଗି ଲଭିବି ମୁହିଁ ପାପରୁ ମୁକ୍ତି ଚକାଡୋଳା ଦେଖନ୍ତୁ ମୁଁ ବନ୍ଧା ମୋହ ଫାସରେ

No comments:

Post a Comment