Sunday, 19 July 2026

ନିଳାଦ୍ରୀନାଥଙ୍କ ନିର୍ମଳ ଯଶ ଶୁଣି

ନିଳାଦ୍ରୀନାଥଙ୍କ ନିର୍ମଳ ଯଶ ଶୁଣି ଧାଇଁ ଆସିଥିଲି ନୀଳକନ୍ଦର କେବଳ ଦେଖିବି ବୋଲି କି ଚକାଆଖିଙ୍କୁ ଚର୍ମ ଚକ୍ଷୁରେ ଥରେ ବ୍ରହ୍ମଦାରୁ ଅଧାଗଢା ହୋଇବି କମଳ ଛନ୍ଦା ଚରଣରେ ବାନ୍ଧିଲ ତୁମ୍ଭ ଗଣ୍ଠି ମୋ ଭାବଠାରୁ ବଳିଲା ଆଉ ନ ଫେରିବି ସଂସାରେ

No comments:

Post a Comment