Sunday, 19 July 2026

କେଡେ ଆତ୍ମା ମୋହକ ତୁମ୍ଭ ଉଦାର ଚକାଡୋଳା

କେଡେ ଆତ୍ମା ମୋହକ ତୁମ୍ଭ ଉଦାର ଚକାଡୋଳା କେମିତି ନ ହୁଅନ୍ତା ଯାହା ହୃଦରେ ମା କମଳା ସଦା କେଡେ ଆତ୍ମା ମୋହକ ତୁମ୍ଭ ପତିତପାବନ ବାନା କେମିତି ନ ହୁଅନ୍ତା ଯାହାର ଶରଧା ବାଲିଲେ ସୁଧା

No comments:

Post a Comment