Monday, 20 July 2026

ଦୂରରେ ଥିଲେ ମୋର ଭାରି ମନରେ ପଡେ

ଦୂରରେ ଥିଲେ ମୋର ଭାରି ମନରେ ପଡେ ନିକଟ ହେଲେ ବନ୍ଦ ମୋ ସକଳ କାମ ଧନ୍ଦା କୃଷ୍ଣ ସାଲୋକ୍ୟ ସାମିପ୍ୟ ସାଜୁଯ୍ୟ କୈବଲ୍ୟ ଚାଖିବାକୁ ମୁହିଁ ଅତିବ ପାଗଳ ଗୁଡ଼ିଆ ଜନ୍ଦା

No comments:

Post a Comment