Sunday, 19 July 2026

ହେ ବ୍ରହ୍ମଦାରୁ ତୁମ୍ଭଙ୍କୁ କଲି ମୁଣ୍ଡ ତକିଆ

ହେ ବ୍ରହ୍ମଦାରୁ ତୁମ୍ଭଙ୍କୁ କଲି ମୁଣ୍ଡ ତକିଆ ତକିଆ ଭିତରେ ଭରିଅଛି ଜଞ୍ଜାଳ ତୁଳା ହେ ଲକ୍ଷ୍ମୀ ହୃଦୟ ତୁମ୍ଭେ ଅତି କୋମଳ ମଥାରେ ଦେଇ ଶୋଇଲି ଜୀବନ ଚଳା

No comments:

Post a Comment