A flower with 4 petals
Thursday, 23 July 2026
ନର ଦେହ ମାଗିଥିଲି ଦେହୀ ଭେଟିବାକୁ
ନର ଦେହ ମାଗିଥିଲି ଦେହୀ ଭେଟିବାକୁ ଇନ୍ଦ୍ରିୟ ବିକାର ଗହଳିରେ ସରିଲା ଦୀନ ଦେହ ହେଲା ଜରାଜୀର୍ଣ୍ଣ ବ୍ୟାଧି ପରିପୂର୍ଣ୍ଣ ଥରେ ଦର୍ଶନ ଦିଅନ୍ତୁ ଅଧାଗଢା ଜନାର୍ଦ୍ଦନ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment