Saturday, 18 July 2026

ସଦା ସର୍ବଦା ବିରହ ମୋ କପାଳ ରେଖା

ସଦା ସର୍ବଦା ବିରହ ମୋ କପାଳ ରେଖା ତାହା ସହ ସମ୍ପୂର୍ଣ୍ଣ ସମ୍ମତ ହସ୍ତର ରେଖା ଅଶେଷ ନିରାଶା ପରେ ଗରୁଡ ପଛରେ ଛନ୍ଦା ଚରଣ ବଢ଼ାଇବେକି ଅର୍ଜୁନ ସଖା

No comments:

Post a Comment