A flower with 4 petals
Thursday, 23 July 2026
ମନଟିଏ ବୋଲି ଯାହା ଥିଲା ମୋର ପାଖରେ
ମନଟିଏ ବୋଲି ଯାହା ଥିଲା ମୋର ପାଖରେ ଚନ୍ଦନ ଘୋରିବା କାଳରେ ଘୋରି ସାରି ଦେଲି ଛନ୍ଦା ଚରଣରେ ଶରଣ ଦିଅନ୍ତୁ ହେ ଜଗନ୍ନାଥ ଛନ୍ଦା ଚରଣ ଛୁଇଁବାକୁ ଝୁରି ଝୁରି ସରି ହେଲି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment