Wednesday, 22 July 2026

ଛିଡି ଝଡି ପଡୁଥିବା ଫଳଟିଏ ଦେହ

ଛିଡି ଝଡି ପଡୁଥିବା ଫଳଟିଏ ଦେହ ଦେହଟି କେବଳ ଅଳିକ ଓଳିକ ସୁଖ ସୁଖତ ଅଧାଗଢାଙ୍କ ଛନ୍ଦା ଚରଣରେ ଛନ୍ଦା ଚରଣ ଧର୍ମ ଅର୍ଥ କାମ ମୋକ୍ଷ

No comments:

Post a Comment