Saturday, 18 July 2026

ଆହାଃ କିବା ମହନୀ

ଆହାଃ କିବା ମହନୀ ଅଛି ତୁମ୍ଭ ଚକାଡ଼ୋଳାରେ ଜରାଜୀର୍ଣ୍ଣ ପାପୀ ରାମ ହେଲା ଦର୍ଶନରେ ବାୟା ଆହାଃ କେଉଁଠି ଥୋଇବି ଭାବୁକ ମନକୁ ମୋର ତ୍ରିଭଙ୍ଗ ଠାଣି କୃଷ୍ଣ ଛନ୍ଦା ଚରଣ ନ କଲେ ଦୟା

No comments:

Post a Comment