Friday, 24 July 2026

ଯାହା ଯାହା ମାଗିଛି କେବେ ଦେଇଛୁ କି ତାହା

ଯାହା ଯାହା ମାଗିଛି କେବେ ଦେଇଛୁ କି ତାହା ତଥାପି ମୁଁ ତୁମ୍ଭଙ୍କୁ ଡାକେ ମହାବାହୁ ଚଉବାହା ଇନ୍ଦ୍ରିୟ ବିକାର ଭେଳାରେ ମୁହିଁ ଭାସି ଯାଉଛି ନୀଳାଦ୍ରୀ ବିଜେ ରଥୁ ଥରେ କହିବେକି ଆହାଃ

No comments:

Post a Comment