Tuesday, 21 July 2026

ନାଗ ଶୟନେ କେତେ ଶୋଇବ ହେ ଲକ୍ଷ୍ମୀ ପତି

ନାଗ ଶୟନରେ ଗଡ଼ ଘାଲି କେତେ ନିଦ୍ରା ଯିବ ସୂର୍ଯ୍ୟ ଶଶୀ ଚକ୍ଷୁ ଦୃଷ୍ଟି ଲଭିଲେ ହେବି ପବିତ୍ର ନର ନାରାୟଣ ପତିତ ପାବନ ଆରତ୍ତ ନାଶନ ଛନ୍ଦା ଚରଣେ ମୋତେ ରଖ ମୁଁ ନାଗସ୍ୟ ଗୋତ୍ର

No comments:

Post a Comment