A flower with 4 petals
Tuesday, 21 July 2026
ବୃକ୍ଷରୁ ପୁଷ୍ପକୁ ତୋଳି ଶ୍ରଦ୍ଧାରେ
ବୃକ୍ଷରୁ ପୁଷ୍ପକୁ ତୋଳି ଶ୍ରଦ୍ଧାରେ ସୁଦୀର୍ଘ ମାଳା ଗୁନ୍ଥିଲି ଦେହରୁ ମନ କାଢି ଭକ୍ତିରେ ପିନ୍ଧାଇଲି କୃଷ୍ଣ ଗଳାରେ ଇନ୍ଦ୍ରିୟଙ୍କୁ ବୁଝା ସୁଝା କରି ଗରୁଡ଼ ପଛରେ ଏକାଠି କଲି ବିକାର ମୁକ୍ତ କରି ଆତ୍ମା ଭେଟିଦେଲି ଚକାଡ଼ୋଳାରେ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment