A flower with 4 petals
Thursday, 23 July 2026
ନର ଦେହ ଧରି ତୁମ୍ଭଙ୍କୁ
ନର ଦେହ ଧରି ତୁମ୍ଭଙ୍କୁ ଥରୁଟିଏ ଛୁଇଁ ପାରିଲିନି ତୁମ୍ଭଙ୍କୁ ଅଜ୍ଞାନ ଚକ୍ଷୁରେ ଚିହ୍ନି ପାରିଲିନି ଚକାଡୋଳା ଏଡ଼େ କଳା ବାଇଶି ପାହାଚ ଚଢ଼ିବାକୁ ପାଖରେ ପୂଣ୍ୟର କଉଡ଼ି ନାହିଁ ଛନ୍ଦା ପାଦରେ ଶରଣ ଦିଅ ହେ ବଂଶୀ ଅଧର କାଳିଦଳା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment