Saturday, 2 November 2024

କାନ ଡେରି ଶୁଣ ପାଗଳା ମନରେ ତୁହି ଜ୍ଞାନ ଅନ୍ଧ

କାନ ଡେରି ଶୁଣ ପାଗଳା ମନରେ ତୁହି ଜ୍ଞାନ ଅନ୍ଧ ପରମ ହିତୈଷୀ ମୁହିଁ ତୋ ନିଜର ଜନ୍ମଦାତ୍ରୀ ମାତ ଅଧା ଗଢା ଚକାଡୋଳା ହୁଅନ୍ତୁ ତୋର ନୟନ ପଥ ଅତି ଦାରୁଣ ସଂସାର ଶ୍ରୀଜଗନ୍ନାଥ ହିଁ ଆତ୍ମା ହିତ

No comments:

Post a Comment