Friday, 1 November 2024

ମା ସୀତୟାଙ୍କ ଠାବ

ରାମ ରାମ ରାମ ତୋର ସୁଧା ବୋଳା କଣ୍ଠରେ ଗାଆ ଆଖିରେ ଦେଖୁଛିକି କାରୁଣ୍ୟ ମୂର୍ତ୍ତି କମଳ ଆଖି ରାମ ଏହି ଅଭାଗିନୀର ଆଜିର ପାହାନ୍ତି ସପନ ସତ ହେଲା ରାମ ଦୂତରେ ଆଉ ଥରୁଟିଏ ଗାଆ ରାମ ରାମ ରାମ

No comments:

Post a Comment