Friday, 1 November 2024

ପାଷାଣ ହୃଦୟକୁ ମୋହ ଲଗାଇଲି

ପାଷାଣ ହୃଦୟକୁ ମୋହ ଲଗାଇଲି ମୁଁ ଅତି ଯତନରେ ସଜେଇଲି କୁଞ୍ଜ ସତେ ଆସିବେକି ମୋର ପଞ୍ଚପ୍ରାଣ ଅପେକ୍ଷା ସବୁ ଜନମ ସକାଳ ସଞ୍ଜ

No comments:

Post a Comment