Wednesday, 6 November 2024

କନିଷ୍ଠ ଆଙ୍ଗୁଠିରେ ତୋଳି

କନିଷ୍ଠ ଆଙ୍ଗୁଠିରେ ତୋଳି ଗିରି ଗୋବର୍ଦ୍ଧନ ହେ ଗର୍ବ ଗଞ୍ଜନ ଚୁର୍ଣ୍ଣକଲ ଇନ୍ଦ୍ରରାଜା ଗର୍ବ ଇନ୍ଦ୍ର ତୋ ଅଭୟ ପାଦରେ ଶରଣ ପଶିଲା ହେ ଗୋପ ପାଳିଲା ଗୋବର୍ଦ୍ଧନ ପୂଜା ପର୍ବ

No comments:

Post a Comment