Monday, 4 November 2024

ଯେଉଁ ମଣିଷ ଦିବସନିଶି ହୁଏ କେବଳ ଅର୍ଥ ଅର୍ଥ ଅର୍ଥ

ଯେଉଁ ମଣିଷ ଦିବସନିଶି ହୁଏ କେବଳ ଅର୍ଥ ଅର୍ଥ ଅର୍ଥ ଅର୍ଥ ବ୍ୟତିରେକ ଅତିବି ଘନିଷ୍ଠ ସମ୍ପର୍କକୁ ମଣେ ବ୍ୟର୍ଥ ସେହି ଚକ୍ଷୁ ଥାଇ ଦେଖି ନ ପାରେ ସତ୍ୟ ଶିବ ସୁନ୍ଦର ହରେ କୃଷ୍ଣ ହରେ ରାମ ମହାମନ୍ତ୍ର ନ ମଣେ ପରମାର୍ଥ

No comments:

Post a Comment