Tuesday, 5 November 2024

ହେ ପ୍ରଥମ ବୈଷ୍ଣବ ସକଳ ଦେବଙ୍କର ମହାଦେବ

ହେ ପ୍ରଥମ ବୈଷ୍ଣବ ସକଳ ଦେବଙ୍କର ମହାଦେବ ପ୍ରଭୁ ହେ ତୁମ୍ଭ ଜଟାରେ ଅର୍ଦ୍ଧ ଚନ୍ଦ୍ର ଜାହ୍ନବୀର ଧାର ହେ ବଡ କୁଟୁମ୍ବି ସକଳ ସଂସାର ବୈରାଗୀ ଯୋଗୀ ପ୍ରଭୁ ହେ ତୁମ୍ଭ କୃପାରେ ଜାନକୀ ନାଥ ପ୍ରିୟ ମୋର

No comments:

Post a Comment