A flower with 4 petals
Saturday, 9 November 2024
ସକଳ ଜୀବଙ୍କ କୃତ ପାପକୁ ଶ୍ରୀଅଙ୍ଗରେ ବୋଳି
ସକଳ ଜୀବଙ୍କ କୃତ ପାପକୁ ଶ୍ରୀଅଙ୍ଗରେ ବୋଳି ଅତ୍ୟନ୍ତ ଉଦାର ବ୍ରହ୍ମଦାରୁ ହୋଇଲେ କିବା କଳା ସକଳ ଜୀବ ଦୁଃଖରେ ନିରନ୍ତର ଭାଗି ହେବାକୁ ଅତି ସହିଷ୍ଣୁ ଅପଲକ ହେଲେ କି ଚକାଡୋଳା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment