Saturday, 9 November 2024

ତୁମ୍ଭ ସଂକଳ୍ପକୁ ତୁମ୍ଭେ ରକ୍ଷାକାର ହେ ଗୋବିନ୍ଦ

ତୁମ୍ଭ ସଂକଳ୍ପକୁ ତୁମ୍ଭେ ରକ୍ଷାକାର ହେ ଗୋବିନ୍ଦ ଏହି ମହାପତିତ ଛନ୍ଦାପାଦରେ ପଶିଲା ଶରଣ ଶ୍ଵାନ ଶୃଗାଳ ଶାଗୁଣା ମୋର ଇନ୍ଦ୍ରିୟ ମନ ବୁଦ୍ଧି ସର୍ବଦା ବିଦାରି ପକାନ୍ତି ଅବା ଲଭିଲିଣି ମରଣ

No comments:

Post a Comment