Saturday, 15 February 2025

ମଧୁର ଅତି ମଧୁର ହୋଇଲା ଗୋବିନ୍ଦ ନାମ

ମଧୁର ଅତି ମଧୁର ହୋଇଲା ଗୋବିନ୍ଦ ନାମ ମଧୁର ଅତି ମଧୁର ଦିଶିଲା ଗୋବିନ୍ଦ ଚରଣ ମଧୁର ଅତି ମଧୁର ଶୁଭିଲା ଗୋବିନ୍ଦ ବଂଶୀ ମଧୁରାତି ମଧୁର ଗୋବିନ୍ଦ ହେ ଦିଅ ଶରଣ

No comments:

Post a Comment