Monday, 17 February 2025

ପିତା ମୋର ଜଣେ ନାପିତ ଶୁଦ୍ର କୂଳରେ ଜାତ

ପିତା ମୋର ଜଣେ ନାପିତ ଶୁଦ୍ର କୂଳରେ ଜାତ କେବଳ ତୋ କୃପାରୁ ଦୁର୍ଗେ ହେଲା ତୋ ଦାସ ଭୁଞ୍ଜି ତୋ ପ୍ରସାଦ ଦିନୁଦିନ ସୌଭାଗ୍ୟ ଉଦୟ ଶାନ୍ତା ତୋ ଶୁଭଦୃଷ୍ଟିରେ ଛିଣ୍ଡିଗଲା ଭଵଫାସ

No comments:

Post a Comment