Thursday, 13 February 2025

ଭକ୍ତ ଚନ୍ଦନ ତୁମ୍ଭେଟି ଗୋବିନ୍ଦ ହେ

ଭକ୍ତ ଚନ୍ଦନ ତୁମ୍ଭେଟି ଗୋବିନ୍ଦ ହେ ଅସହାୟ ଜୀବର ପାର ଉଦ୍ଧାରକ ନାମ ସ୍ମରଣରେ ଭଵଭୟ ଭଞ୍ଜନ ମହାନ ପାତକରୁ ତୁମ୍ଭେ ସୁଧାରକ

No comments:

Post a Comment