Sunday, 16 February 2025

ସିରିଆ ବୋଲେ ଭାଇଲୋ ଆମେ ସବୁ ଦିନେ ଯିବା

ସିରିଆ ବୋଲେ ଭାଇଲୋ ଆମେ ସବୁ ଦିନେ ଯିବା ଚାଲ ଆମେ ପାଲିଙ୍କିରେ ଚକାଡୋଳାଙ୍କୁ ଝୁଲାଇବା ଚନ୍ଦନ ଅର୍ଗଳୀର ଚକାଡୋଳା ଆମ ଜୀବର ଜୀବନ ନନ୍ଦୀଘୋଷ ରଥରେ ହରିବୋଲ ଦେଇ ଟାଣୁଥିବା

No comments:

Post a Comment