Wednesday, 12 February 2025

ଜରା ମରଣ ବ୍ୟାଧି ତୋତେ ଅପହଞ୍ଚ ହେ ଗୋବିନ୍ଦ

ଜଜରା ମରଣ ବ୍ୟାଧି ତୋତେ ଅପହଞ୍ଚ ହେ ଗୋବିନ୍ଦ ଆହାଃ କେଡେ ଶାନ୍ତାକାରରେ କରିଛୁ ଅନନ୍ତଶୟନ କମଳା କରରେ କମଳ ପାଦ ଲାଖିରହିଲା ଦି ଆଖି ମନ ଭ୍ରମର ମଧୁ ଚୁମୁ ଚୁମୁ ଛନ୍ଦାପାଦରେ ଶୋଇଲା

No comments:

Post a Comment