Wednesday, 19 February 2025

ଓଁକାର ତୁମ୍ଭେ ସକଳ ଶବ୍ଦ ଗୁଡିକ ମଧ୍ୟରେ

ଓଁକାର ତୁମ୍ଭେ ସକଳ ଶବ୍ଦ ଗୁଡିକ ମଧ୍ୟରେ ଗୋବିନ୍ଦ ହେ ତୁମେ ଜୀବର ଆତ୍ମ ବିସ୍ଵାଶ ତୁମ୍ଭେଟି ଦାରୁବ୍ରହ୍ମ ଉଦ୍ଭିଦ ଗୁଡିକ ମଧ୍ୟରେ ତୋର ଭୁଜତଳେ ଅଖିଳ ଜୀବନ ଉଶ୍ବାଶ

No comments:

Post a Comment