Thursday, 20 February 2025

କୃଷ୍ଣ ହେ ତୋ ମୁଗୁନି ପଥର ବିଗ୍ରହ କଳା

କୃଷ୍ଣ ହେ ତୋର ମୁଗୁନି ପଥର ବିଗ୍ରହ କଳା ତୋହାର ଭଉଣୀ ଶ୍ୟାମା ବଳିକି ହାଣ୍ଡି କଳା କୃଷ୍ଣ ହେ ତୁମେ ସ୍ୱୟଂ ସବୁ କଳାରେ ନିପୁଣ ତୋତେ ଚିନ୍ତି ପାପୀ ମନ ମୋ ହେବକି ଧଳା 🙏🙏🙏

No comments:

Post a Comment