Friday, 14 February 2025

ଆଖି ପତାରେ ମାଖ କୃଷ୍ଣ ରୂପ ଅଞ୍ଜନ

ଆଖି ପତାରେ ମାଖ କୃଷ୍ଣ ରୂପ ଅଞ୍ଜନ କୃଷ୍ଣ ଭକ୍ତ ଚନ୍ଦନ କୃଷ୍ଣ ହୃଦୟ ରଞ୍ଜନ ଭକତି ଲୁହରେ ଧୁଅ କୃଷ୍ଣ ଛନ୍ଦା ପାଦ କୃଷ୍ଣ ଭକ୍ତ ଜୀବନ କୃଷ୍ଣ ଦୁଃଖ ଭଞ୍ଜନ

No comments:

Post a Comment