A flower with 4 petals
Monday, 17 February 2025
ଗରୁଡ ପଛରୁ ଚାହିଁଲେ ଯିଏ ଭଦ୍ରା ଡାହାଣ ପାଖେରେ
ଗରୁଡ ପଛରୁ ଚାହିଁଲେ ଯିଏ ଭଦ୍ରା ଡାହାଣ ପାଖେରେ ହାଏ ହାଏ ମରିଯାଉଥାଏ କିବା ଅପୂର୍ବ ମୋହନ ବଂଶୀ ରବି ଶଶୀ ଚକାଡୋଳା ତୁଳସୀ ଶୋଭିତ ବିଶାଳ ବକ୍ଷ ଦିବସ ନିଶି କେତେ ଝୁରି ହେଉଥାଏ ମୋ ମନ ହଂସୀ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment