Saturday, 22 February 2025

ମଲ୍ଲି କଢି ତୁହିରେ ଫୁଟିଜା

ମଲ୍ଲି କଢି ତୁହିରେ ଫୁଟିଜା ମୋର ଭାଗ୍ୟ ତୁହି ଫିଟିଯା ମଲ୍ଲି ମାଳ ଦେଇ ଶ୍ୟାମଙ୍କୁ ପାଦରେ ତାଙ୍କର ଲୋଟିଜା

No comments:

Post a Comment