Saturday, 15 February 2025

ହୃଦୟ ଚାହୁଁଛି ସବୁ ଭଲ ଭଲ

ହୃଦୟ ଚାହୁଁଛି ସବୁ ଭଲ ଭଲ ମନ ଚାହୁଁଛି ସବୁ ବେଶି ବେଶି ବୁଦ୍ଧି ଜ୍ଞାନ ମୋର ଉଭୟ ଅଳ୍ପ ବିବେକ ହେଲା ଶ୍ରୀକ୍ଷେତ୍ରବାସୀ

No comments:

Post a Comment