Wednesday, 19 February 2025

ସକଳେ ଜୀବନ ଜୀବିକାରେ ଅତିବ ବ୍ୟସ୍ତ

ସକଳେ ଜୀବନ ଜୀବିକାରେ ଅତିବ ବ୍ୟସ୍ତ ହେ ଗୋବିନ୍ଦ କାହା ପାଖରେ ନାହିଁ ବେଳ ସଂସାର ସାରା ବୁଲି ବୁଲି ତୁମ୍ଭଙ୍କୁ ଲଭିଲି ହେ ଗୋବିନ୍ଦ ଯିଏ ସ୍ୱୟଂ କାଳ ମହାକାଳ

No comments:

Post a Comment