A flower with 4 petals
Saturday, 15 February 2025
ହୃଦୟ କମଳରେ ଚିନ୍ତିଲି ଶ୍ରୀଗୋବିନ୍ଦଙ୍କୁ
ହୃଦୟ କମଳରେ ଚିନ୍ତିଲି ଶ୍ରୀଗୋବିନ୍ଦଙ୍କୁ ଆହାଃ ଆହାଃ କେଡେ ମଧୁର ସେ ରୂପ ଦେହ ମନ ବଚନ ହେଲେ ବଡ ଆତୁର କେମିତି ଛୁଇଁବି ଦେହରେ ଭରିଛି ପାପ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment