Wednesday, 19 February 2025

ପିମ୍ପୁଡିଟିଏ ସମ ଭଵ ଜଳରେ ଭାସି ଯାଉଥିଲି

ପିମ୍ପୁଡିଟିଏ ସମ ଭଵ ଜଳରେ ଭାସି ଯାଉଥିଲି ସମ୍ପତି ଶୁଖିଲା ପତ୍ର ସମ ଭାବିଲି ତାହା ଈଶ୍ୱର ଜୀବନ ଜଞ୍ଜାଳ ଭଉଁରୀ ସମ ଅତଳେ ରୁନ୍ଧିଲା ଦୁର୍ଲଭ ନର ଦେହେ ନ ଚିନ୍ତିଲି ଅଭୟ ପୟର ପିମ୍ପୁଡି ସମ ଭଵ ଜଳରେ ଭାସି ଯାଉଥିଲି ହେ କୃଷ୍ଣ ସୁଖ ସମ୍ପତି ଶୁଖିଲା ପତ୍ର ତାକୁ ହିଁ ଚିନ୍ତାକାଲି ଈଶ୍ୱର ଜୀବନ ଜଞ୍ଜାଳ ଦାରୁଣ ଭଉଁରି ସମ ଅତଳେ ରୁନ୍ଧିଲା ହେ ସର୍ବବ୍ୟାପକ ବଢ଼ାଇଦେଲୁ ତୋର ଛନ୍ଦା ପୟର

No comments:

Post a Comment