A flower with 4 petals
Saturday, 15 February 2025
ଗୋବିନ୍ଦ ହେ ତୁମ୍ଭେଟି ଅନ୍ଧ ସୁରଦାସର ଆଶା ବାଡ଼ି
ଗୋବିନ୍ଦ ହେ ତୁମ୍ଭେଟି ଅନ୍ଧ ସୁରଦାସର ଆଶା ବାଡ଼ି ଗୋବିନ୍ଦ ହେ ତୁମ୍ଭେ ବନ୍ଧୁମହାନ୍ତିଙ୍କ ଲାଗି ଅନ୍ନ ଥାଳି ହୁଡ଼ିପଡେ ଜଗତରେ ଗୋବିନ୍ଦ ଉଦାର ସମ ଦରଶୀ ପ୍ରଭୁ ହେ ତୋର ଛନ୍ଦାପାଦରେ କେବେ ପଡିବ ପାଳି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment