Sunday, 16 February 2025

ମହାଭୈରବୀ କିବା ମହାବୈଷ୍ଣବୀ କିବା ଭୁବନେଶ୍ୱରୀ

ମହାଭୈରବୀ କିବା ମହାବୈଷ୍ଣବୀ କିବା ଭୁବନେଶ୍ୱରୀ ମାଆ ଗୋ କରୁଣାପୂର୍ଣ୍ଣ ରୂପଦର୍ଶନରେ ଭରିଯାଏ ଭକ୍ତି ତୁହି ଯାହାର ଭଉଣୀ ଭାରିଜା ଜନନୀ ହେଇ ଥାଅ ମା ମାଆ ପରି ସ୍ନେହଁବୋଳା ଭିକ୍ଷାଦିଅ କୃଷ୍ଣ ପାଦେ ପ୍ରୀତି

No comments:

Post a Comment