Wednesday, 12 February 2025

ସକଳ ଘଟରେ ନାରାୟଣ ବିଦ୍ୟମାନ

ସକଳ ଘଟରେ ଚକାଡୋଳା ବିଦ୍ୟମାନ ନିରନ୍ତର ହୃଦରେ ବୋହିଥା ସତ୍ୟ ଧର୍ମ ଦୟା ଶାନ୍ତି କ୍ଷମାକୁ ବୋହିଥା ନିରନ୍ତର କପଟ ଛନ୍ଦ ତେଜିଣ କରୁଥା ଶୁଭ କର୍ମ

No comments:

Post a Comment