Monday, 17 February 2025

ଏହି ଶରୀର ଅତି ନିବୁଜ କାରାଗାର

ଏହି ଶରୀର ଅତି ନିବୁଜ କାରାଗାର ସାତଟି ଫାଟକରେ କଂସାର କବାଟ ଏହି ହୃଦରେ ଅମାବାସ୍ୟାର ଅନ୍ଧାର ସାଇ କୃପାରେ କୃଷ୍ଣ ହୁଅନ୍ତି ପ୍ରକଟ

No comments:

Post a Comment