Wednesday, 12 February 2025

ଗୋବିନ୍ଦଙ୍କ ନିଦ୍ରା ଭାଙ୍ଗେ କୋକିଳ ସୁସ୍ବରେ

ଗୋବିନ୍ଦଙ୍କ ନିଦ୍ରା ଭାଙ୍ଗେ କୋକିଳ ସୁସ୍ବରେ ଶଙ୍ଖ ଘଣ୍ଟା ଭେରୀ ତୁରୀ ବାଜା କିସ ହେବ ମୁହିଁ ଉଠିବା ବେଳକୁ ସକଳ ଫୁଲ ଅଇଁଠା ଆଜି ଛନ୍ଦା ପାଦକୁ ପଖାଳିବ ଭକତି ଭାବ

No comments:

Post a Comment