Wednesday, 12 February 2025

କିଏ ଯାଉଅଛ ଭାଇରେ ବିଷମ ସଂସାର ହାଟକୁ

କିଏ ଯାଉଅଛ ଭାଇରେ ବିଷମ ସଂସାର ହାଟକୁ ହୃଦୟରେ ଘେନିଯାଅ କିଛି ରାମ ନାମ କୃଷ୍ଣ ନାମ ଅତି ବିପଦ ସଂଙ୍କୁଳ ଛନ୍ଦ କପଟ ପୂର୍ଣ୍ଣ ଚଲା ବାଟ ଚୋର ଖଣ୍ଟ ସାମାନ୍ୟ ପାଖକୁ ଆସିବ ନାହିଁ ଯମ

No comments:

Post a Comment