A flower with 4 petals
Thursday, 20 February 2025
ବଡ ଅନାଥ ହେଲି ସତରେ ଗୋବିନ୍ଦ ସହୋଦରି
ବଡ ଅନାଥ ହେଲି ସତରେ ଗୋବିନ୍ଦ ସହୋଦରି ତ୍ରିନୟନା ଦେଖିଥିବୁ ମୋ ଆଖିରେ କେତେ ଲୁହ ପ୍ରଥମେ ସାଇ ତା ପରେ ବାପା ପଛେ ପଛେ ମା ଗୋବିନ୍ଦ ସମ ଦରଦୀ ଅନୁଭବ କରୁଥିବୁ କୋହ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment