Saturday, 22 February 2025

ଅଜର ହେବାକୁ ବାଞ୍ଛା ନାହିଁ ହେ ଗୋବିନ୍ଦ

ଅଜର ହେବାକୁ ବାଞ୍ଛା ନାହିଁ ହେ ଗୋବିନ୍ଦ ବାଞ୍ଛା ନାହିଁ ଏହି ପତିତର ହୋଇବ ଅମର କେବଳ ବୈଷ୍ଣବ ପିଣ୍ଢାରେ ଆୟୁଷ ସରିବ ସର୍ବକାଳେ ଲୀଳାମୃତ ପିଉଥିବି ତୋହର

No comments:

Post a Comment