Thursday, 13 February 2025

ସନ୍ତାନ ଚଲାପଥରେ ଯିଏ ଫୁଲ ପାଖୁଡା ବିଞ୍ଚନ୍ତି

ସନ୍ତାନ ଚଲାପଥରେ ଯିଏ ଫୁଲ ପାଖୁଡା ବିଞ୍ଚନ୍ତି ନର ନାରାୟଣ ନାରାୟଣୀ ସ୍ୱରୂପ ବାପା ମାଆ ଦୃଢ଼ ସଂସାର ମାୟାଜାଲ କାଟି ଯିଏ ଉଦ୍ଧାରନ୍ତି ଶ୍ୟାମା ଦୁର୍ଗା ଭବାନୀ ହୃଦୟରେ କେବଳ ଦୟା

No comments:

Post a Comment